Watch: Massive fire breaks out at makeshift market in Keonjhar, Odisha, burning most of the shops
While there were no reports of injuries, the fire destroyed over 100 shops in the market, according to PTI.
#ଜଳିଗଲା_୩୦_ଦୋକାନ
— News18 Odia (@News18Odia) April 3, 2023
କେନ୍ଦୁଝର ଡେଲି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ
ରାହସ ଡେଲି ମାର୍କେଟରେ ଜଳିଗଲା ୩୦ ଦୋକାନ
ସର୍ଟସର୍କିଟ୍ରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ
ନିଆଁ ଲିଭାଇବାକୁ ଅଗ୍ନିଶମ ବିଭାଗର ଉଦ୍ୟମ ଜାରି
ଅଗ୍ନିକାଣ୍ଡର ସଙ୍ଗେ ସଙ୍ଗେ ବ୍ୟାପିଗଲା ନିଆଁ
ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ#Firemishap#Shop pic.twitter.com/kyr1kD9NEq
କେନ୍ଦୁଝର ଡେଲି ମାର୍କେଟରେ ଜଳିଗଲା ୫୦ ଦୋକାନ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମ ବାହିନୀ । #Fire #Kendujhar #OTV pic.twitter.com/ysipO4PR2F
— ଓଟିଭି (@otvkhabar) April 3, 2023
*ଡେଲି ମାର୍କେଟରେ ଅଗ୍ନିକାଣ୍ତ,ଜଲିଗଲା ବ୍ୟବସାୟୀ ଙ୍କ ଦୋକାନ*
— THE SATYA NARAYAN BARIK DETECTIVE (@bunukjr) April 3, 2023
କେନ୍ଦୁଝର,୩ା୪: #କେନ୍ଦୁଝର ସହର ଡେଲି ମାର୍କେଟ ରେ ଆଜି ସକାଳୁ ଅଗ୍ନିକାଣ୍ତ ସୃଷ୍ଟି ହୋଇଛି।ସର୍ଟ ସର୍କିଟ ରୁ ଅଗ୍ନିସଂଯୋଗ ହୋଇଥିବା ସନ୍ଦେହ କରାଯାଉଛି।@Naveen_Odisha @kanak_news @otvnews @ZeeOdisha @News18Odia @SecyChief @MoSarkar5T pic.twitter.com/pxvhCdZDhL
କେନ୍ଦୁଝର ଡେଲିମାର୍କେଟ ଅଗ୍ନିକାଣ୍ଡ ଘଟଣା ଖବର ଶୁଣି ସେଠାରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥଲେ ରାଜାଚକ୍ର।@sankar_chakra @CMO_Odisha@pranabpdas @DistAdmKeonjhar @Vkpandianfancl1 @MoSarkar5T @subratchhatoi pic.twitter.com/m6xPlTg1Fo
— Babul Chakra (@ChakraBabul) April 3, 2023